ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାତ ବର୍ଷ ପରେ ପୁରୁଷ ହକି ଲିଗ୍ ଆୟୋଜିତ ହେବାକୁ ଯାଉଥିବା ବେଳେ ପ୍ରଥମ ଥର ମହିଳା ଲିଗ୍ ଆୟୋଜିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୮ରୁ ସମସ୍ତ ଆଠଟି ଟିମ୍ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ପରସ୍ପର ବିରୋଧରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଏହା ମଧ୍ୟରେ ହକି ଇଣ୍ଡିଆ ପୁରୁଷ ଓ ମହିଳା ଲିଗର ଶିଡ୍ୟୁଲ ଜାରି କରିଛି । ଏହି ଲିଗ୍ ପାଇଁ ଗତ ମାସରେ ନିଲାମ ହୋଇଥିଲା । ପୁରୁଷ ବର୍ଗରେ ଆଠଟି ଟିମ୍ ଓ ମହିଳା ବର୍ଗରେ ୪ଟି ଟିମ୍ ଅଂଶଗ୍ରହଣ କରିବେ । ଡିସେମ୍ବର ୨୮ରୁ ପୁରୁଷ ଲିଗର ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ଜାନୁଆରୀ ୧୨ରୁ ମହିଳା ଲିଗର ପ୍ରଥମ ମ୍ୟାଚ ଖେଳାଯିବ ।
ମହିଳା ଲିଗର ଶିଡ୍ୟୁଲ:
ପୁରୁଷ ଲିଗର ଶିଡ୍ୟୁଲ: