fbpx

ରେଳ ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ମନା

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ରେଳ ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟାଇନ ମନା ହୋଇଛି । ଛତିଶଗଡରୁ ଆସୁଥିବା ୧୦,୫୦୦ ପରୀକ୍ଷାର୍ଥୀଙ୍କୁ ହୋମ କ୍ୱାରେଣ୍ଟାଇନ ମନା ହୋଇଥିବା ଜଣାପଡିଛି । ତେବେ ମାର୍ଚ୍ଚ ୩ରୁ ମାର୍ଚ୍ଚ ୩୧ ମଧ୍ୟରେ ଭୁବନେଶ୍ୱରରେ ରେଳବାଇ ପରୀକ୍ଷା ହେବ । ରେଳ ଷ୍ଟେସନ ଓ ବିମାନବନ୍ଦରରେ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଚିଠି ଲେଖାଯାଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

Get real time updates directly on you device, subscribe now.