fbpx

ଭିତରକନିକା ଅଭୟାରଣ୍ୟରେ କେତେ ଅଛନ୍ତି କୁମ୍ଭୀର? ୨୨ଟି ଟିମ କରୁଛି ଗଣନା

Advertisement

ପଟ୍ଟାମୁଣ୍ଡାଇ: ଚିଲିକା, ଅସ୍ତରଙ୍ଗ ସମେତ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଜାରି ରହିଥିବା ବେଳେ ଭିତରକନିକାରେ ଏବେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଅଭୟାରଣ୍ୟର ମୋଟ ୪ଟି ରେଞ୍ଜରେ ପକ୍ଷୀଗଣନା କରାଯାଉଛି । ଗହୀରମଥା, ଭିତରକନିକା, ରାଜନଗର ଏବଂ ମହାକାଳପଡ଼ାରେ କେତୋଟି କୁମ୍ଭୀର ଅଛନ୍ତି, ଏହା ଜାଣିବା ପାଇଁ ମୋଟ ୨୨ଟି ଟିମ ଏହାର ଗଣନା ଜାରି ରଖିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି କୁମ୍ଭୀର ଗଣନା ଜାରି ରହିବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.