fbpx

୩ଟା ସୁଦ୍ଧା କେଉଁଠି ନେଲେଣି କେତେ ଟିକା? ଜାଣନ୍ତୁ

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଦିନ ୩ଟା ସୁଦ୍ଧା ଟାର୍ଗେଟର ୫୩ ପ୍ରତିଶତ ଟିକାକରଣ ସରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬୭୫ ଜଣ ଟିକା ନେଇସାରିଛନ୍ତି । ଭଦ୍ରକରେ ସର୍ବାଧିକ ୮୧ ପ୍ରତିଶତ ଟିକାଦାନ ହୋଇଛି । ତେବେ ଖୋର୍ଦ୍ଧାରେ ୫୯୫, ମୟୂରଭଞ୍ଜରେ ୬୦୭, ଗଞ୍ଜାମରେ ୭୧୧, ପୁରୀରେ ୪୮୮, କଟକରେ ୫୦୫, ରାୟଗଡାରେ ୪୬୪, ବାଲେଶ୍ୱରରେ ୩୨୩ ଜଣ ଟିକା ନେଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.