ଭୁବନେଶ୍ୱର: ୨ ବର୍ଷରେ ସାପ କାମୁଡ଼ାରେ ୧୮୫୯ ଜଣଙ୍କ ମୃତ୍ୟୁ ହୋଇଛି । ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରଖିଛନ୍ତି ଉତ୍ତର ।
୨୦୨୩-୨୪ରେ ୧୧୫୦ ଜଣ ସାପ କାମୁଡ଼ାରେ ଆଖିବୁଜିଥିବାବେଳେ ୨୦୨୪-୨୫ ସୁଦ୍ଧା ୭୦୯ ଜଣ ପ୍ରାଣ ହରାଇଛନ୍ତି ।
୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ାରେ ମୃତ । ୨୦୨୪-୨୫ରେ କଟକରେ ସର୍ବାଧିକ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି ।