fbpx

ମହାନଦୀକୁ ଡେଇଁ ପଡିଲେ ସ୍ୱାମୀ, ସ୍ତ୍ରୀ

କଟକ: ଯୋବ୍ରା ବ୍ୟାରେଜରେ ମହାନଦୀକୁ ଡେଇଁ ପଡ଼ିଲେ ଦମ୍ପତି । ପତି ପତ୍ନୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଉଭୟ ଡେଇଁଥିଲେ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.