(Video) ପଦାରେ ପଡିଲା ମାମୁଁ-ଭାଣେଜୀଙ୍କ Love Story! ଘର ଭିତରେ ମାମୁଁ ସହ ଖେଳ କରୁଥିଲା ଭାଣେଜୀ… ଶାଶୂ ଦେଇଦେଲା କବାଟ
ମା' ଆସି ଦେଖିଲା ଝିଅର କାର୍ନାମା । ସ୍ୱାମୀ ଆସି କଲା ସ୍ତ୍ରୀର ବାହାଘର ।
ଖୋର୍ଦ୍ଧା: ରାତି ଅଧରେ ଭାଣିଜୀ ଘର ଭିତରେ ପଶିଥିଲା ମାମୁଁ । ସ୍ୱାମୀ ଡ୍ୟୁଟିକୁ ଯାଉଥିବାବେଳେ ପାହାନ୍ତାରେ ମାମୁଁକୁ ଘରକୁ ଡାକିଥିଲା ଭାଣେଜୀ । ଆଉ ଝରକା କଣରେ ଛିଡା ହୋଇ ଶାଶୂ ଦେଖୁଥିଲା ସବୁ ।
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ପମ୍ପାଲୋ ଗ୍ରାମପଞ୍ଚାୟତ କୁଳିନ୍ତିରା ଶାସନ ଗାଁରେ । ସେହି ଗ୍ରାମର ନିରୋଜ କୁମାର ଭୋଇ ବାଳକାଟିର ଲିଜା ବେହେରାଙ୍କୁ ସାତ ବର୍ଷ ତଳେ ବିବାହ କରିଥିଲେ ।
ସେମାନଙ୍କର ଦୁଇଟି ପିଲା ଅଛନ୍ତି । ଲିଜା କିଛି ବର୍ଷ ତଳେ ଭିଙ୍ଗାରପୁରର ବେଣ୍ଟପୁର ଗ୍ରାମର ବିବାହିତ ଓ ଦୁଇ ପିଲାର ବାପା ମନୋଜ ଭୋଇଙ୍କ ସହିତ ଶାରିରିକ ସମ୍ପର୍କ ରଖିଥିବା ଲିଜାଙ୍କ ସ୍ୱାମୀ କହିଛନ୍ତି ।
ସାତ ବର୍ଷ ତଳେ ବିବାହ
ଶାଶୂ, ଶଶୂରଙ୍କ ସମେତ ଲିଜର ମା’ ବି ଆସି ପହଁଚିଲେ ଘରେ, କିନ୍ତୁ ଭାଣେଜୀ ମୁହଁରେ ନାହିଁ ଟିକେ ବି ଲାଜ । ମା’ ଆଖି ସାମ୍ନାରେ ମାମୁଁ ସହ ରଖୁଥିଲା ଶାରୀରିକ ସମ୍ପର୍କ । ତେବେ ଝରକା ପଟେ ଝିଅକୁ ମାମୁଁ ସହ ଅସଂଜତ ଅବସ୍ଥାରେ କାନ୍ଦି କାନ୍ଦି ତଳେ ଗଡ଼ିଯାଉଥିଲା ମା’ ।
ଆଉ ଏପଟେ ବୋହୂକୁ ପର ପୁରୁଷ ସହ ଘରେ ଭିତରେ ଦେଖି ଶାଶୂ ଘରର ବକାଟ ବନ୍ଦ କରି ଦେଇଥିଲେ । ଏହା ପରେ ପୁଅକୁ ଫୋନ୍ କରି ଡାକିଲେ । ପର ପୁରୁଷ ସହ ଏଭଳି ଅବସ୍ଥାରେ ଦେଖି ନିଜକୁ ସମ୍ଭାଳିପାରିଲାନି ସ୍ୱାମୀ ।
DNA ଟେଷ୍ଟ
ସ୍ତ୍ରୀ ଓ ମାମୁଁକୁ ଘୋଷାଡି ଆଣି ନିଧୁର୍ମ ପିଟି ଚାଲିଲେ । ଧରା ପଡିବା ପରେ ବି ମାନୁନି ସତ ନ ମାନି ଓଲଟା କହିଲା ଡିଏନଏ ଟେଷ୍ଟ କର ।
ରାତି ଅଧରେ ପର ପୁରୁଷ ସହିତ ସମ୍ପର୍କ ରଖିବା ପଡିଲା ମହଙ୍ଗା । ଶେଷରେ ସ୍ତ୍ରୀକୁ ଏଭଳି ଅବସ୍ଥାରେ ଦେଖି ଗାଁ ଲୋକଙ୍କ ସାମ୍ନାରେ ସ୍ୱାମୀ କରାଇଲେ ସ୍ତ୍ରୀର ବାହାଘର । ଘଣ୍ଟ ବଜାଇ ହରିବଲ ପକାଇ ମାମୁଁ ଦେଲେ ଭାଣିଜୀ ମଥାରେ ସିନ୍ଦୁର ।