fbpx
BSKY
BJD MC SKY
BJD MS SKY

Video : ମୁଁ ତାକୁ ଛାଡିବିନି, ସହିଦ ପୁଅକୁ ଝୁରି ଝୁରି କାନ୍ଦୁଛି ମାଆ

ଭୁବନେଶ୍ୱର : ସହିଦ ସୁଶାନ୍ତଙ୍କ ଶରୀର ବର୍ତ୍ତମାନ ନିଜ ଜନ୍ମ ମାଟିରେ ପହଞ୍ଚିଛି । ନକ୍ସଲ ଗୁଳିରେ ସେ ସହିଦ ହୋଇଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ନିଜ ଗାଁ ଆନନ୍ଦପୁରକୁ ନିଆଯାଉଛି । ସେଠାରେ ପରିବାର ଲୋକେ ଏବଂ ଗାଁ ଲୋକଙ୍କ ଶେଷ ଦର୍ଶନ ପରେ ତାଙ୍କୁ ବିଦାୟ ଦିଆଯିବ । ଏଭଳି ହୃଦୟ ବିଦାରକ ଘଟଣାକୁ ତାଙ୍କ ପରିବାର ଲୋକେ କିପରି ଯେ ସହ୍ୟ କରିବେ । ସୁଶାନ୍ତଙ୍କ ମା ତାଙ୍କ ଯବାନ ପୁଅକୁ ଝୁରୀ ଝୁରୀ କହୁଛନ୍ତି, ମୋ ଧନ କୁଆଡେ ଗଲା, ମୋ ପୁଅକୁ ମତେ ଫେରାଇ ଦିଅ, ମୁଁ ତାକୁ ଛାଡିବିନି ।

Get real time updates directly on you device, subscribe now.