IAS ଇଣ୍ଟରଭ୍ୟୁ: ୭+୮=୨୪୦ କେମିତି ହୋଇପାରିବ? ଶାନଦାର ଉତ୍ତର ଦେଲେ ଏହି ଯୁବତୀ
ଆଇଏଏସ ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନର ଉତ୍ତର ଦେଇଛନ୍ତି ଏହି ଯୁବତୀ, ସମସ୍ତେ ଶୁଣି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଆଇଏଏସର ପରୀକ୍ଷା ଦେଶର କଠିନ ପରୀକ୍ଷାଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆଇଏଏସ ପରୀକ୍ଷାଠାରୁ ଏହାର ଇଣ୍ଟରଭ୍ୟୁ ସବୁଠୁ କଠିନ। ଏଥିରେ ଏଭଳି ପ୍ରଶ୍ନ ପଚରାଯାଏ, ଜଣେ ପ୍ରାର୍ଥୀ ବହୁତ କନଫ୍ୟୁଜ ହୋଇଯାଇଥାଏ। ତେବେ ଆସନ୍ତୁ ଏଭଳି ଏକ ପ୍ରଶ୍ନର ଉତ୍ତର ଦେଇ ଯୁବତୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ପ୍ରଶ୍ନ: ନଡ଼ିଆ ପାଣିକୁ ବ୍ଲଡ ପ୍ଲାଜମା ସ୍ଥାନରେ ମଣିଷକୁ ଦିଆଯାଇପାରିବ?
ଉତ୍ତର: କଠିନ ପରିସ୍ଥିତିରେ ନଡ଼ିଆ ପାଣିକୁ ବ୍ଲଡ ପ୍ଲାଜମା ସ୍ଥାନରେ ଦିଆଯାଇପାରିବ।
ପ୍ରଶ୍ନ: ଗୋଟିଏ ମଶା କେତେ ଦିନ ବଞ୍ଚେ?
ଉତ୍ତର: ମଶା ୧୦ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ, କିନ୍ତୁ ମାନ୍ଦା ମଶା ୬ ରୁ ୮ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିଥାଏ।
ପ୍ରଶ୍ନ: ୭+୮= ୨୪୦ କିପରି ହୋଇପାରିବ। ଏହାକୁ ସଠିକ୍ ପ୍ରମାଣିତ କରନ୍ତୁ।
ଉତ୍ତର: ୭+୮= ୧୫ ଏବଂ ୧୫ ଗୁଣନ ୧୫ ୨୨୫। ୨୨୫+ ୧୫= ୨୪୦ ହୋଇଥାଏ।