fbpx

ଓଡ଼ିଶାର ପ୍ରଥମ ଆଣ୍ଟିଜେନ୍ ଟେଷ୍ଟ କିଟକୁ ICMRର ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରସ୍ତୁତ ପ୍ରଥମ ଆଣ୍ଟିଜେନ୍ ଟେଷ୍ଟ କିଟକୁ ଅନୁମତି ଦେଇଛି ଆଇସିଏମଆର । ମେକ୍ ଇନ୍ ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ କିଟ୍ IMCOV- AGକୁ ଅନୁମତି ମିଳିଛି । ଭୁବନେଶ୍ୱରର ଇମଜେନେକ୍ସ ଇଣ୍ଡିଆ ଲିମଟେଡ ପ୍ରସ୍ତୁତ କରିଛି କିଟ୍ । ଭୁବନେଶ୍ୱର RMRC ଆରଏମଆରସି-ଇମଜେନେକ୍ସ ଇଣ୍ଡିଆ ମିଳିତ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଛି । କିଟକୁ ଆଇସିଏମଆର କାଲି ଆପ୍ରୁଭାଲ ଦେଇଥିବା କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା । ୨ ମାସ ଭିତରେ ଏହି କିଟ୍ ବଜାରରେ ମିଳିବ ବୋଲି ଇମଜେନେକ୍ସ ସିଇଓ କହିଛନ୍ତି ।

Get real time updates directly on you device, subscribe now.