fbpx

ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ ,୨୦ ।୪: କରୋନା ମହାମାରୀ ପୁଣି ଥରେ ହୁ ହୁ ହୋଇ ମାଡିବାରେ ଲାଗିଛି । କରୋନା ପାଇଁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ ହୋଇଛି । ଆଇସିଏସଇ ଦଶମ ପରୀକ୍ଷା ବାତିଲ ନେଇ ସିଆଇଏସସିଇ ନିଷ୍ପତ୍ତି ନେଇଛି ।

ଏହା ସହ ଆଇଏସସି ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.