fbpx

ଘର ବାଲକୁନିରେ ବା ଅଗଣାରେ ଏହି ପକ୍ଷୀ ଦେଖାଦେଲେ, ଖୋଲିଯିବ ଭାଗ୍ୟ

ଜୀବନରେ ସର୍ବଦା ଦୁଇ ପ୍ରକାରର ସମୟ ଜୀବନରେ ଦେଖାଯାଇଥାଏ । ତାହା ହେଉଛି ଦୁଃଖ ଏବଂ ସୁଖ । ତେବେ ଧର୍ମ , ଜ୍ୟେତିଷ ଏବଂ ବାସ୍ତୁ ଶାସ୍ତ୍ର କୁ ଛାଡି ଶକୁନ ଶାସ୍ତ୍ରରେ ଏମିତି କିଛି ଶୁଭ-ଅଶୁଭ ସଙ୍କେତ ଦେଇଥାନ୍ତି । ଆଜି ଆମେ ଏମିତି ଏକ ଘଟଣା କଥା କହିବୁ ଯାହା ହେବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ।

-ଅଗଣା ରେ କିମ୍ବା ବାଲକୁନିରେ ଯଦି ଘରଚଟିଆ ଚଢେଇ ଆସି ପହଁଚେ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ । ସକାଳୁ ସକାଳୁ ଯଦି ଏମାନେ ଯିବା ଆସିବା କରନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ଘର ପାଇଁ । ଏମାନେ ଆସିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି , ସଫଳତା ଏବଂ ଧନ ଆସିବାର ସମ୍ଭାବନା ରହିଛି ।

-ହିନ୍ଦୁ ଶାସ୍ତ୍ରରେ ଗୋରୁଙ୍କୁ ପୂଜା କରାଯିବା ସହ ଗୋବରକୁ ମଧ୍ୟ ଶୁଭ ମନାଯାଏ । ତେବେ ଆପଣଙ୍କ ଘର ସାମ୍ନାକୁ ଯଦି ଗାଇ ଆସୁଛନ୍ତି ଏବଂ ଗୋବର କରି ଯାଉଛନ୍ତି ତେବେ ଆପଣ ଗୋମାତାଙ୍କୁ ନ ମାରି ଖାଇବାକୁ ଦିଅନ୍ତୁ । ଏହାମଧ୍ୟ ଆପଣଙ୍କ ଭଲ ଦିନ ଆସିବାର ସଂକେତ ପ୍ରଦାନ କରିଥାଏ ।

-ସକାଳୁ ସକାଳୁ ଯଦି ଆପଣ ପୂଜା ହୋଇଥିବା ନଡିଆ, ବା ମନ୍ଦିରରେ ଘଣ୍ଟି, ଶଙ୍ଖ ବାଜୁଥିବାର ଶୁଣିବେ ତାହା ଆପଣଙ୍କୁ ଏହା ସୂଚାଇ ଥାଏ ଯେ, ଆଗକୁ ଆପଣ ସଫଳତା ହାସଲ କରିବାକୁ ଯାଉଛନ୍ତି ।

– ସକାଳ ସମୟରେ ଘରୁ ବାହାରୁଥିଲେ ଯଦି ପୂର୍ଣ୍ଣ କଳସୀ ଦେଖନ୍ତି ତେବେ କାମରେ ସଫଳତା ପାଇବା ସହ ଧନ ଲାଭ ବା କୌଣସି ଶୁଭ ଘଟଣା ଘଟିବାର ଏହା ସଂକେତ ଦେଇଥାଏ ।

Get real time updates directly on you device, subscribe now.