fbpx

ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ, ଆଉ କ’ଣ କିଣିଲେ ଧନ ବୃଦ୍ଧି ହୁଏ…. ଜାଣନ୍ତୁ

ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି ଏହି ଦିନ ସୁନା କିଣିପାରୁନାହିଁନ୍ତି ତେବେ ନରାଶ ନ ହୋଇ ଏହି ୫ଟି ଜିନିଷ ଘରକୁ ଆଣିପାରିବେ, ଯାହା ଦ୍ୱାରା ଧନ ବର୍ଷା ହେବ । ଘରେ କେବେ ଆର୍ଥିକ ଅନଟନ ସୃଷ୍ଟି ହେବ ନାହିଁ ।

कौड़ियां: आभूषण भी और शुभ प्रतीक भी - koriya jewelery and auspicious symbol  also

କଉଡି : ଏହି ଦିନ ୧୧ କଉଡି କିଣି ପୂଜା କରନ୍ତୁ । ଏହା ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବ ଏବଂ ଧନରେ କେବେ ଅଭାବ ହେବ ନାହିଁ । ସୁଖ ଏବଂ ସମୃଦ୍ଧତା ଘରକୁ ଆସିବ ।

 

घर में इस दिन रखें ''दक्षिणावर्ती शंख'', धन से भरी रहेगी आपकी तिजोरी | Hari  Bhoomi

ଦକ୍ଷିଣାବର୍ତ୍ତୀ ଶଙ୍ଖ : ଦକ୍ଷିଣାବର୍ତ୍ତୀ ଶଙ୍ଖରେ ମାତା ଲକ୍ଷ୍ମୀ ବାସ କରନ୍ତି । ଏହି ଶଙ୍ଖ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲା । ଏହି ଦିନ ଦକ୍ଷିଣାମୁଖୀ ଶଙ୍ଖକୁ ଘରକୁ ଆଣି ଏହାକୁ ପୂଜା କରି ଦେବୀ ଲକ୍ଷ୍ମୀ ବାସ କରନ୍ତି ଏବଂ ତାଙ୍କର ବିଶେଷ ଆଶୀର୍ବାଦ ଲାଭ ହୁଏ ।

One Eye Coconut| एक आंख वाला नारियल |One Eye Coconut Ka Significance |  significance of ekakshi nariyal | HerZindagi

ଏକ ଆଖୀ ନଡ଼ିଆ : ଏକ ଆଖୀ ନଡ଼ିଆ ହେଉଛି ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ। ଯେଉଁମାନଙ୍କ ଘରେ ଏକ ଆଖୀ ନଡିଆ ଥାଏ, ମତେେ ଲକ୍ଷ୍ମୀଙ୍କ ବାସ ସେହି ଘରେ ଥାଏ । ସେହି ଘରୁ କେବେ ଧନ ସମ୍ପତ୍ତିର ଅଭାବ ନ ଥାଏ ଏବଂ ସେହି ଘରର ଲୋକ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ସେଥିପାଇଁ ଅକ୍ଷୟ ତୃତୀୟା ଦିନ ଦିନ ନିଶ୍ଚିତ ଭାବରେ ଘରକୁ ଏକ ଆଖୀ ନଡ଼ିଆ ଆଣନ୍ତୁ ।

Parad Shivling : पारद शिवलिंग की पूजा से पूरी होगी हर मनोकामना, जानें इसकी  पूजा का महाउपाय | Know significance and worship benefits of Parad Shivling  | TV9 Bharatvarsh

ପାରଦ ଶିବଲିଙ୍ଗ : ଏହି ଦିନ ପାରଦ ଶିବଲିଙ୍ଗ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ପାରଦ ଶିବଲିଙ୍ଗ ଘରକୁ ଆଣନ୍ତୁ ଏବଂ ନିୟମ ଅନୁଯାୟୀ ପୂଜା କରନ୍ତୁ । ଏହାକୁ ଘରେ ରଖିଲେ ଭଗବାନ ଶିବ, ଲକ୍ଷ୍ମୀ ଏବଂ ଭଗବାନ କୁବେର ସ୍ଥାୟୀ ଭାବରେ ରୁହନ୍ତି ।

 

Generic Sphatik क्रिस्टल कछुआ / कचूआ वास्तु के लिए - 40 ग्राम : Amazon.in:  घर और किचन

କ୍ରିଷ୍ଟଲ ବା ସ୍ଫଟିକ୍ କଇଁଛ – ଅକ୍ଷୟ ତୃତୀୟା ଦିନ କିଣିବା ଦ୍ୱାରା ଆରୋଗ୍ୟ ଲାଭ ହୋଇଥାଏ । ଘରର କୌଣସି ସଦସ୍ୟଙ୍କୁ ମଧ୍ୟ ରୋଗ ବ୍ୟଧି ହୁଏ ନାହିଁ । ଅକ୍ଷୟ ତୃତୀୟା ଦିନ ଆପଣ ନିଜ ଘରକୁ ସ୍ଫଟିକ୍ କଇଁଛ ଆଣିପାରିବେ ।

Get real time updates directly on you device, subscribe now.