fbpx

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି, ଖାଆନ୍ତୁ ଏହି ଖାଦ୍ୟ

ବତ୍ତର୍ମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଆବଶ୍ୟକ । କରୋନା ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ରହିଛି । ତେଣୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିଲେ ସବୁ ରୋଗ ସହ ଲଢ଼େଇ କରିହୁଏ । ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଥିଲେ ଏହି ଖାଦ୍ୟ ଖାଆନ୍ତୁ ।


ଦିନକୁ ତିନିରୁ ଚାରିଥର ଖାଦ୍ୟ ଖାଆନ୍ତୁ । ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହାସହ ତୁଳସୀ ପତ୍ର ଓ ଅଶ୍ୱଗନ୍ଧା ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଖାଦ୍ୟରେ ଗାଜର, ଅଣ୍ଡା, ଭଣ୍ଡା, କମଳା, ଷେଓ, ଖୀର, ମାଂସ, ଲହୁଣୀ, ଦହି, ଛେନା, ସେହିପରି ସମସ୍ତ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଲେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏତତବ୍ୟତୀତ କାଜୁ, କିସମିସ୍ ମଧ୍ୟ ପ୍ରତିଦିନ ଖାଇବା ଆବଶ୍ୟକ ହୋଇଥା ପଡ଼ିଥାଏ ।

Get real time updates directly on you device, subscribe now.