fbpx

Flipkart ସେଲ୍: ଟିଭି, ସ୍ମାର୍ଟଫୋନ୍, Spilt AC ଓ ଅନ୍ୟାନ୍ୟ ପ୍ରଡକ୍ଟସ୍ ଉପରେ ବମ୍ପର୍ ଡିସକାଉଣ୍ଟ୍

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ବର୍ତ୍ତମାନ ସେଲ୍ ଚାଲିଛି । ଏଥିରେ ଏବେ ବିଗ୍ ବଚତ୍ ଧମାଲ୍ ସେଲ୍ ଚାଲିଛି । ଏହି ସେଲ୍ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ । ଏଥିରେ ସ୍ମାର୍ଟଫୋନ୍, ଏସି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍ସ ଉପରେ ବମ୍ପର୍ ଡିସକାଉଣ୍ଟ୍ ଦିଆଯାଉଛି ।

ଫ୍ଲିପକାର୍ଟର ଏହି ବିଗ୍ ବଚତ୍ ସେଲରେ ଆପଣଙ୍କୁ ବେଷ୍ଟ୍ ଡିଲ୍ସ ମିଳୁଛି । ଏହି ଡିଲ୍ ରେ ଆପଣ ଭିଭୋ ଭି୭୦ ପ୍ରୋରେ ୫ହଜାର ଟଙ୍କା ଡିସକାଉଣ୍ଟ୍ ପାଇପାରିବେ ଓ ୪୬,୯୯୦ ଟଙ୍କାରେ କିଣିପାରିବେ । ସେହିପରି ସାମସଙ୍ଗ ଗ୍ୟାଲେକ୍ସି ଏଫ୪୨ ୫ଜି ସ୍ମାର୍ଟଫୋନ୍ ରେ ୩ହଜାର ଟଙ୍କା ଡିସକାଉଣ୍ଟ୍ ସହିତ ୨୫,୯୯୯ ଟଙ୍କାରେ ବିକ୍ରି ହେଉଛି । ଅନ୍ୟାନ୍ୟ ସ୍ମାର୍ଟଫୋନ୍ ରେ ମଧ୍ୟ ବମ୍ପର୍ ରିହାତି ଦିଆଯାଉଛି ।

ଏହି ସେଲ୍ ରେ ଏସି ରେ ମଧ୍ୟ ଡିସକାଉଣ୍ଟ୍ ଦିଆଯାଉଛି । ଫ୍ଲିପକାର୍ଟ ବ୍ଲୁ ଷ୍ଟାର୍ ୦.୮ ଟନ୍ ୩ ଷ୍ଟାର୍ ସ୍ପିଲ୍ଟ ଇନଭଟର୍ ଏସି(ହ୍ୱାଇଟ୍)ର ଦାମ୍ ୩୭,୫୦୦ ଟଙ୍କା ବଦଳରେ ୨୭,୪୯୦ ଟଙ୍କାରେ ବିକ୍ରି କରାଯାଉଛି । Whirlpool 1 Ton 3 Star Split AC ରେ ମଧ୍ୟ ଦମଦାର୍ ଅଫର୍ ଦିଆଯାଉଛି । ହ୍ୱାଇଟ୍ ଓ ଗ୍ରେ, ଦୁଇଟି ରଙ୍ଗର୍ ଏସି ଉପଲବ୍ଧ ହେଉଛି । ଏହି ସ୍ପିଲ୍ଟ ଏସିକୁ ୨୬,୯୯୦ ଟଙ୍କାରେ ଉପଲବ୍ଧ ହେଉଛି । ଦୁଇଟି ଯାକ ୩ ଷ୍ଟାର୍ ରେଟିଂ ସହିତ ଆସୁଛି ।

ଫ୍ଲିପକାର୍ଟର ଏହି ବିଗ୍ ବଚତ୍ ସେଲରେ ଏଲଇଡି ଟିଭି ଉପରେ ବି ଡିସକାଉଣ୍ଟ୍ ଦିଆଯାଉଛି । ଅର୍ଥାତ୍ ଆପଣ ବଡ଼ ସ୍କ୍ରିନ୍ ରେ ଆଇପିଏଲ୍ ଓ ଟି୨୦ ବିଶ୍ୱ କପ୍ ର ଆନନ୍ଦ ଉଠାଇପାରିବେ । OnePlus Y Series 100 cm(୪୦ ଇଞ୍ଚ୍) Full HD LED ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି କେବଳ ୨୨,୯୯୯ ଟଙ୍କା ରେ କିଣାଯାଇପାରିବ । ଏଥିରେ ୫୦୦୦ ଟଙ୍କା ଡିସକାଉଣ୍ଟ୍ ଦିଆଯାଉଛି ।

 

Get real time updates directly on you device, subscribe now.