fbpx

ଇତିହାସ ରଚିଲା ଭାରତ: ଗୋଟିଏ ଦିନରେ କୋଟିଏରୁ ଅଧିକ ଡୋଜ୍ ଟିକାଦାନ, ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧ ଲଢ଼େଇ ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କୋଭିଡ ଟିକାକରଣ କ୍ଷେତ୍ରରେ ଭାରତ ନୂଆ ରେକର୍ଡ କରିଛି । ଶୁକ୍ରବାର ଦିନ ପ୍ରଥମଥର ପାଇଁ ଦେଶରେ ୧ କୋଟିରୁ ଅଧିକ ଟିକାଦାନ ହୋଇଛି । ବିଳମ୍ବିତ ରାତି ସୁଦ୍ଧା କୋଟିଏରୁ ଅଧିକ ଡୋଜ୍ ଟିକାଦାନ କରି ଭାରତ ରଚିଛି ଇତିହାସ । ଏଥିପାଇଁ ଟିକାଦାନ ସହ ସଂପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.