fbpx

ଆଫଗାନିସ୍ତାନକୁ ଭେଟିବ ଭାରତ : ବିଜୟ ଲକ୍ଷ୍ୟରେ ଆଗେଇଛି ଟିମ ଇଣ୍ଡିଆ

Advertisement

ନୂଆଦିଲ୍ଲୀ : ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳା ଯିବ । ରାଜଧାନୀରେ ମୁହାଁମୁହିଁ ହେବେ ଦୁଇ ଦଳ । ପୂର୍ବରୁ ମ୍ୟାଚ ଗୁଡିକରେ ବିଜୟ ହୋଇଥିବାରୁ ଏବେ ବି ତା’ର ବିଜୟ ଅଭିଯାନର ଲକ୍ଷ୍ୟ ବଜାୟ ରଖି ଖେଳିବ ବୋଲି ଆଶା । ଗତ ମ୍ୟାଚରେ ସଙ୍କଟ ମୋଚକ ସାଜି ଷ୍ଟାର ବ୍ୟାଟ୍ସ ମ୍ୟାନ ବିରାଟ କୋହଲି କେ.ଏଲ ରାହୁଲଙ୍କ ସହ ମିଶି ଭାରତକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ଏହି ମ୍ୟାଚର ବିଜୟ ସହ ବିଶ୍ୱକପ ପାଇଁ ନିଜର ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.