ଓଡ଼ିଶାଭାସ୍କର: ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫାଇନାଲ ମ୍ୟାଚରେ ପ୍ଲେଇଂ ୧୧ରେ ବଡ଼ ଧରଣର ହୋଇଛି ଅଦଳବଦଳ।
ସୂର୍ଯ୍ୟକୁମାର ଯାଦବ ଘୋଷଣା କରିଥିଲେ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁଁ ବାଦ୍ ପଡ଼ିଛନ୍ତି। ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କୁ ବାଦ୍ ଦିଆଯାଇଛି।
ଦୁବାଇରେ ୨ ଦଳ ମଧ୍ୟରେ ହେବ କଡ଼ା ଟକ୍କର। ପାକ୍କୁ ଚିତପଟାଙ୍ଗ କରିବା ପାଇଁ ପ୍ଲେଇଂ ୧୧ରେ ବଡ଼ ଅଦଳବଦଳ କରିଛି ଭାରତ।