fbpx

ୱେଷ୍ଟଇଣ୍ଡିଜ ଆଗରେ ୨୮୯ ରନର ଟାର୍ଗେଟ

Advertisement

ଚେନ୍ନାଇ, ୧୫ା୧୨: ଚେନ୍ନାଇରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ସାମ୍ନାରେ ୨୮୯ ରନର ଟାର୍ଗେଟ ରଖିଛି ଭାରତ । ଭାରତର ସ୍କୋର ୫୦ ଓଭରରେ ୨୮୮/୮ ରହିଛି । ସେଥିରେ ଶ୍ରେୟସ୍ ୭୦ କରିଥିବା ବେଳେ, ପନ୍ଥ-୭୧ ଏବଂ ଯାଦବ ୪୦ରନ୍ କରିଛନ୍ତି ।

Get real time updates directly on you device, subscribe now.