fbpx

ଲଦାଖରେ ଚୀନ୍ ସୈନିକଙ୍କୁ ଧରିଲେ ଭାରତୀୟ ଯବାନ

ଲଦାଖ,୧୯ ।୧୦: ଏଲଏସିକୁ ନେଇ ଉତ୍ତେଜନା ମଧ୍ୟରେ ଲଦାଖରେ ଭାରତୀୟ ସେନାଙ୍କ ହାତରେ ଧରାପଡିଲେ ଜଣେ ଚୀନ୍ ସୈନିକ । ଚୁମର ଡେମଚୌକ ଅଞ୍ଚଳରେ ବୁଲୁଥିବା ବେଳେ ସୈନ୍ୟଙ୍କୁ ଧରିଛନ୍ତି ଭାରତୀୟ ଯବାନ । ବାଟ ଭୁଲି ଭାରତୀୟ ସୀମା ଭିତରକୁ ଚାଲି ଆସିଥିବା ସୂଚନା ମିଳିଛି । ନିୟମାନୁସାରେ ସୈନିକଙ୍କୁ ଚୀନ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.