fbpx

ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୬ ।୬: ସାରା ଦେଶରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଜୁଲାଇ ୧୫ ତାରଖ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ କରାଯାଇଛି । ଏଣିକି ଦେଶରୁ ବା ଦେଶକୁ ଚଳାଚଳ କରିପାରିବ ନାହିଁ ଅନ୍ତର୍ଜାତୀୟ ବିମାନ । ଏହି ଅନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା ବାତିଲ କରିଛି ବିମାନ ଚଳାଚଳ ବିଭାଗ । କିନ୍ତୁ କାର୍ଗୋ ବିମାନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ।

Get real time updates directly on you device, subscribe now.