fbpx

Video : ସତ ହେଉଛି ମାଳିକା କଥା, ଗୋଟି ଗୋଟି କରି ମଣିଷଙ୍କ ମୁଣ୍ଡ ନେଉଛି ତିରିଶ ଚାଳିଶ ଫୁଟିଆ କୁମ୍ଭୀର

ଓଡିଶା ଭାସ୍କର : ମାଳିକାରେ ଲେଖା ଅଛି ବଉଳା କୁମ୍ଭୀର ସବୁ ଏକାଠି ହେବେ । ଆଉ ସାରା ଓଡିଶାରେ ଆତଙ୍କ ଖେଲାଇବେ । ମାଲିକରେ ଲେଖା ହୋଇଥିବା ଏହିସବୁ କଥା ଧୀରେ ଧୀରେ ସତ ହେଉଛି । ମାଳିକାରେ ଲେଖା ଥିବା ବଉଳା କୁମ୍ଭୀର କଥା ଏବେ ସତ ହେଉଛି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଭୟ ଦେଖା ଦେଲାଣି । ସତ ହେଉଛି ସ୍ୱାମୀ ଅଚ୍ୟୁତା ନନ୍ଦଙ୍କ ଭବିଷ୍ୟ ବାଣି । ବର୍ତମାନ ମାଳିକାରେ କହୁଥିବା ଏବଂ ମାଳିକାରେ ବର୍ଣ୍ଣନା ହୋଇଥିବା ସେଇ କୁମ୍ଭୀର ସବୁ ଦେଖାଯାଉଛନ୍ତି । ଗୋଟେ ପରେ ଗୋଟେ ମଣିଷଙ୍କୁ ଝାମ୍ପୁଛି ଆଉ କଲବଲ କରି ମାରୁଛି ।

ଆସିଗଲା କଳିଯୁଗର ଶେଷ ସମୟ । ମାଳିକାରେ ବର୍ଣ୍ଣନା କରାଯାଇଥିବା କୁମ୍ଭୀର ଏବେ ଚାରି ଆଡେ ଘୁରି ବୁଲୁଛି । ଗୋଟେ ମଣିଷଙ୍କୁ ମାରି ଖାଇବା ପରେ ଆହୁରି ଅନେକ ମଣିଷ ଙ୍କୁ ମାରିବା ପାଇଁ ସୁଯୋଗ ଖୋଜୁଛି । ଏହି ମଣିଷ ମରା କୁମ୍ଭୀର । କାହିଁକି ନା ମଣିଷ ମାଂସ ଯିଏ ଖାଇଛି .. ଆଉ କଉ ଜୀବର ମାଂସ ଖାଇବାକୁ ଭଲ ଲାଗିବନି । ଏବେ ପୁଣି ଗୋଟେ ମଣିଷ କୁ ମାରି ଖାଇବା ପାଇଁ କୋଜୁଛି ଏହି ନୃଶଂସ କୁମ୍ଭୀର । । 15 ଦିନ ତଳେ ବିରୁପା ନଦୀରେ ଜଣେ ମହିଳାଙ୍କୁ ନଦୀ କୂଳରୁ ଟାଣି ନେଇ ଖାଇଦେଇଥିଲା କୁମ୍ଭୀର । ଗତ ଦୁଇ ଦିନ ତଳେ ମଧ୍ୟ କେନ୍ଦାପଡାରେ ମଇଁଷି ଚାରାଳୀକୁ ଖାଇଦେଇଥିଲା କୁମ୍ଭୀର । ଘଟଣାଟି ହେଉଛି ରାଜନଗର ଅଞ୍ଚଳର, ନଦୀ କୂଳରେ ମଇଁଷି ଚରାଇବା ବେଳେ ନଦୀ କୂଳରୁ ତାଙ୍କୁ ଟାଣି ନେଇ ଖାଇଦେଇଥିଲା କୁମ୍ଭୀର । ବାରମ୍ବାର ଏବେ କୁମ୍ଭୀର ମଣିଷ ମାନଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ଏବେ କୁମ୍ଭୀରକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ଏହାକୁ ନେଇ ଲୋକ ମାନେ ଏବେ ଭୟଭୀତ ହୋଇପଡିଛନ୍ତି । ଲୋକେ ଏବେ ଭୟରେ ଦିନ କାଟୁଛନ୍ତି ।

କେତେ ବେଳେ କୁମ୍ବୀର ନଇକୂଳରେ ଗୋରୁ ଗାଇ ମନାଙ୍କୁ ଦେଖା ଦଉଛି ତ କେତେ ବେଳେ ନଦୀ କୂଳରେ ମଣିଷ ମାନଙ୍କୁ ଦେଖା ଦେଉଛି । ତେବେ ମାଳିକାର କଥା ଏବେ ଧୀରେ ଧୀରେ ସତ ହେଉଛି । ମାଳିକାରେ ଲେଖା ଅଛି ବଉଳା ସବୁ ଏକାଠି ହେବେ ଏବଂ ସବୁ ଆଡେ ଆତଙ୍କ ଖେଳାଇବେ । ତେବେ ସତକୁ ସତ କୁମ୍ଭୀର ଏବେ ରାଜ୍ୟର କିଛି ଜିଲ୍ଲାରେ ରାଜ କରୁଛି । ତେବେ ଆଗକୁ ଆଉ କାହାକୁ ଖାଇବ ସେ କଥା ଭାବି ଏବେ ଲୋକେ ଚିନ୍ତାରେ ଅଛନ୍ତି ।

 

 

 

Get real time updates directly on you device, subscribe now.