fbpx

Breaking: ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍‌

ଯାଯପୁର: ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍ ଜାରି ରହିଛି । ଏହି ରେଡ୍ ଠିକାଦାର ଧରଣୀ ସାହୁଙ୍କ ଘରେ କରାଯାଉଥିବା ଜଣାପଡିଛି । ଗୁପ୍ତ ସୂଚନା ପାଇବା ପରେ ଠିକାଦାର ଧରଣୀ ସାହୁଙ୍କ ଘରେ ୭ଜଣିଆ ଆଇଟି ଟିମର ଚଢାଉ ଚାଲିଛି ।

Get real time updates directly on you device, subscribe now.