ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଚଢ଼ାଉ, ୨୫ଟି ସ୍ଥାନରେ ଆଇଟି ଅଧିକାରୀଙ୍କ ତନାଘନା

ଅନୁଗୁଳ: ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଚଢ଼ାଉ । ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଆୟକର ବିଭାଗ କରିଛି ଚଢ଼ାଉ ।

ଅନୁଗୁଳ, ଢେଙ୍କାନାଳ ଓ ପାରଳାଖେମୁଣ୍ଠିରେ ଚଢ଼ାଉ ହୋଇଥିବା ସୂଚନା । ମୋଟ ୨୫ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ଟିମ୍ ।

କରଡାଗାଡ଼ିଆରେ ଥିବା ଦେଶୀ ଭାଟି ଗୋଦାମରେ ମଧ୍ୟ ରେଡ୍ । ଶକ୍ତି ଇଣ୍ଟର ନ୍ୟାଶନାଲ ହୋଟେଲ ଗ୍ରୁପରେ ରେଡ୍ ।

ଢେଙ୍କାନାଳ ମଦ ବଟଲିଂ ପ୍ଲାଣ୍ଟଷର ବି ଆଇଟଇ ବିଭାଗ ପହଞ୍ଚିଛି ।