fbpx

(Video) ସତ ହେଲା ମାଳିକା! ପୁଣି ଫେରୁଛନ୍ତି ନରଭକ୍ଷୀ, କୁମ୍ଭୀର ସହିତ ମିଶି କରିବ ମହାପ୍ରଳୟ: ପୃଥିବୀ ହେବ ଧ୍ୱଂସ

ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଯାଇଥିବା ମାଳିକା ଏବେ ଗୋଟି ଗୋଟି କରି ସବୁ ସତ ହେବାରେ ଲାଗିଛି । ସେ କହି ଯାଇଥିବା ପ୍ରତ୍ୟେକଟି କଥା ଏବେ ସତରେ ପରିଣତ ହେଉଛି । ମାଳିକାରେ ସେ କହିଥିଲେ ପଶୁପକ୍ଷୀ ମଣିଷର ଶିକାର କରିବେ ଏବଂ କଞ୍ଚା ସେମାନଙ୍କୁ ନିଜର କାଦ୍ୟ ଭାବରେ ଗ୍ରହଣ କରିବେ । ବର୍ତ୍ତମାନ ଏହି ଘଟଣା ଘଟିବାରେ ଲାଗିଛି । ପୃଥିବୀରେ ନରଭକ୍ଷୀ ପୁଣିଥରେ ମଣିଷ ସମାଜକୁ ଧ୍ୱଂସ କରିବା ପାଇଁ ଫେରି ଆସୁଛି । ଏହି ନରଭକ୍ଷୀ ଜନ୍ତୁ ଆଉ କେହି ବି ନୁହେଁ ମାରତ୍ମକ ରୁପଧାରି ଭୟଙ୍କର ରୁପ ନେଇ ଲୋକଙ୍କୁ ଆତଙ୍କିତ କରୁଥିବା ନରଭକ୍ଷି ଡାଇନୋସର । ଏବେ ପୁଣିଥରେ ଆତଙ୍କ କରିବାକୁ ଫେରି ଆସୁଛି ଡାଇନୋସର । ନରଭକ୍ଷୀ ଡାଇନୋସର ଆହୁରି ଭୟଙ୍କର ହୋଇ ଆସୁଛି ।

ଜଳ ଆଉ ସ୍ଥଳରେ ଏବେ କୁମ୍ଭୀର ଆତଙ୍କ ଖେଳାଉଥିବା ବେଳେ ପୁଣି ଥରେ ମଣିଷକୁ କଞ୍ଚା ଖାଇବା ପାଇଁ ଫେରିଆସିଛି ଡାଇନୋସର । ଏବେ କୁମ୍ଭୀର ସହିତ ମିଶି ଡାଇନୋସର କରିବ ଆତଙ୍କ । ଆଉ ଗୋଡାଇ ଗୋଡାଇ ମଣିଷକୁ ଝୁଣି ଝୁଣି ଖାଇଦେବ ଏହି ଡାଇନୋସର । ଡାଇନୋସର ମାନେ ବିଲୁପ୍ତ ହୋଇଯାଇଛନ୍ତି ତାହେଲେ ଏମାନେ ଆସିବେ କେଉଁଠୁ । ଏବେ ଏକ ଜଙ୍ଗଲରୁ ଡାଇନୋସରର ପାଦ ଚିହ୍ନ ମିଳିଛି । ଏହା ପୂର୍ବରୁ ଡାଇନୋସର ରହିଥିବାର ଅନେକ ପ୍ରମାଣ ମିଳିସାରିଛି । କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି । ଭୟଙ୍କର ଡାଇନୋସର ଆଜି ବି ଜୀବିତ ଥିବା ସେମାନେ କହିଛନ୍ତି । କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ ଶୁଖିଲା ନଦୀ ଅବବାହିକାରେ ୭୦ରୁ ଅଧିକ ଡାଇନୋସର ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ଏହି ପାଦଚିହ୍ନଗୁଡିକ ବହୁତ ଭୟଙ୍କର ଦେଖାଯାଉଥିଲା । ବିଶେଷଜ୍ଞ ଏବଂ ପ୍ରତ୍ନତତ୍ତ୍ୱବିତ୍ମାନେ ତୁରନ୍ତ ଏହାର ଏକ ଚିତ୍ର ଉଠାଇଥିଲେ । ଏନେଇ ଅନୁସନ୍ଧାନ ବି ଆରମ୍ଭ ହୋଇଥିଲା । ଡାଇନୋସର ଭ୍ୟାଲି ଷ୍ଟେଟ ପାର୍କ ଟେକ୍ସାସର ଡାଲାସ ଠାରୁ ପ୍ରାୟ ୯୦ ମିନିଟ ଦୂରରେ ଅବସ୍ଥିତ, ଯେଉଁଠାରେ ପାଲକ୍ସି ନଦୀ ପ୍ରବାହିତ ହେଉଛି ।

ଗତ ବର୍ଷ ମଧ୍ୟ ଅଗଷ୍ଟ ମାସରେ, ମରୁଡ଼ି ପରେ ପ୍ରାୟ ୬୦ ଟି ଡାଇନୋସର ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ହେଲେ ଏଥର ୬୦ ବଦଳରେ ୭୦ଟି ପାଦଚିହ୍ନ ଦେଖିବାକୁ ମିଳିଛି । ଏହି ପାଦଚିହ୍ନଗୁଡିକ ବହୁତ ବଡ ଏବଂ ପ୍ରଶସ୍ତ । ଏହି ପାଦ ଚିହ୍ନ ନିଶ୍ଚିତ ଭାବରେ କିଛି ଭୟଙ୍କର ଡାଇନୋସରଙ୍କର ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ପାଲାକ୍ସି ନଦୀରେ ଦୁଇଟି ଭିନ୍ନ ଭିନ୍ନ ଡାଇନୋସର ପ୍ରଜାତିର ପାଦଚିହ୍ନ ଦେଖିବାକୁ ମିଳିଛି । ପ୍ରଥମଟି ହେଉଛି ଆକ୍ରୋକାନଥୋସରସ ଏବଂ ଦ୍ୱିତୀୟଟି ହେଉଛି ସୌରୋପୋଜିଡନ । ତେବେ ଡାଇନୋସର ପୁଣିଥରେ ପୃଥିବୀକୁ ପେରିଲେ ପୃଥିବୀ ଧ୍ୱଂସ ହେବାକୁ ବେଶୀ ସମୟ ଲାଗିବନି । ତେବେ ମାଳିକା ଅନୁସାରେ, ଏହି ଅଜଣା ଜନ୍ତୁ ପୃଥିବୀ ଧ୍ୱଂସର କାରଣ ପାଲଟିବନି ତ?

Get real time updates directly on you device, subscribe now.