fbpx

ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ

ଜଗତସିଂହପୁର,୪/୧୦(ଓଡିଶା ଭାସ୍କର): ବଦଳିଗଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏବେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର । ଅନ୍ୟପଟେ ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର OSD ଭାବେ ନିଯୁକ୍ତ କରାଯାଇଛି ।

ତେବେ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ବଦଳି ପାଇଁ କଂଗ୍ରେସ ଦାବି କରିଥିଲା ।

Get real time updates directly on you device, subscribe now.