fbpx

ବିପଦ ସଙ୍କେତ ଉପରେ ଜଳକା ନଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଛି ଜଳକା ନଦୀ । ବସ୍ତାର ମଥାନି ନିକଟରେ ବିପଦ ସଙ୍କେତ ଟପିଛି ଜଳକା । ମଥାନିଠାରେ ବିପଦ ସଙ୍କେତ ୫.୫ ମିଟର ହୋଇଥିବା ବେଳେ ସେଠାରେ ୫.୮୧ ମିଟର ଜଳ ପ୍ରବାହିତ ହେଉଛି ।

Get real time updates directly on you device, subscribe now.