fbpx

ଥାନା ଆଇଆଇସିଙ୍କୁ ଛୁରାମାଡ଼ ଅଭିଯୋଗ: ଆକ୍ରମଣକାରୀଙ୍କ ନାଁରେ ପୋଲିସର ମାମଲା ରୁଜୁ

କଳାହାଣ୍ଡି: ଜୟପାଟଣା ଥାନା ଆଇଆଇସିଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ । ଛୁରାମାଡ଼ରେ ଥାନା ଆଇଆଇସି ବାସୁଦେବ ଛତ୍ରିଆ ଆହତ ହୋଇଛନ୍ତି । ତେବେ ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ଏକ ଗଣ୍ଡଗୋଳ ମାମଲାରେ ତଦନ୍ତ ପାଇଁ ମୁଖିଗଡ଼ା ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ଗଣ୍ଡଗୋଳକାରୀ ବାପ, ପୁଅ, ଆକ୍ରମଣ କରିଥିବା ଅଭିଯୋଗ । ତେବେ ଘଟଣାରେ ପୋଲିସ ଆକ୍ରମଣକାରୀ ବାପ ପୁଅଙ୍କ ନାଁରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.