fbpx
BSKY SKY
BSKY SKY

ଝରିଗାଁ ବିଡିଓ ନିଲମ୍ବିତ

BSKY

ନବରଙ୍ଗପୁର, ୧୬ ।୧(ଓଡିଶା ଭାସ୍କର) : ନବରଙ୍ଗପୁର ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବହାଦୁର ସିଂ ଧରୁଆ ନିଲମ୍ବିତ । ସ୍ୱଛଭାରତ ଅଭିଯାନ ଦୁର୍ନୀତି ନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଚିଠିରେ କୁହାଯାଇଥିବା ବେଳେ ବିଡ଼ିଓଙ୍କ ବିରୋଧରେ ପାଇଖାନା ଦୁର୍ନୀତି ନେଇ ଝରିଗାଁ ଥାନାରେ ଶତାଧିକ ହିତାଧିକାରୀ ଙ୍କ ଏତଲା ରହିଛି ।

ତେବେ ପାଇଖାନା ଦୁର୍ନୀତି କରାଯାଇଥିବା ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହାର ନିନ୍ଦା କରିବା ସହ ଏହାର ଦୃଢ ତଦନ୍ତ ଦାବୀ କରିଥିଲେ । ନବରଙ୍ଗପୁର ପ୍ରକଳ୍ପ ନିର୍ଦ୍ଦେଶକ ରମା କାନ୍ତ ନାୟକ । ଏହାର ତଦନ୍ତ ଭାର ଗ୍ରହଣ କରିଥିବା ବେଳେ ଏକ ସ୍ୱତନ୍ତ ଟିମ ଗଠନ କରି ଏହାର ତଦନ୍ତ କରି ତଦନ୍ତ ରିପୋର୍ଟ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ହସ୍ତାନ୍ତର କରିଥିଲେ ।

Get real time updates directly on you device, subscribe now.