fbpx

ସସପେଣ୍ଡ ହେଲେ ଝାରପଡ଼ା ଜେଲ୍ ଚିଫ୍ ୱାର୍ଡର

ଭୁବନେଶ୍ୱର: ସସପେଣ୍ଡ ହେଲେ ଭୁବନେଶ୍ୱର ଝାରପଡ଼ା ଜେଲ୍ ଚିଫ୍ ୱାର୍ଡର । ଜେଲରୁ ଗଞ୍ଜେଇ ଜବତ ହେବା ଘଟଣାରେ ସସପେଣ୍ଡ ହେଲେ ଚିଫ୍ ୱାର୍ଡର ସୁଦର୍ଶନ ବାରିକ ସସପେଣ୍ଡ ।

ରାଜ୍ୟରେ ଚାଲିଥିବା ‘ଅପରେସନ୍ କ୍ଲିନ୍ ଅପ୍’ ଅଧୀନରେ ଅଧିକାରୀମାନେ ଜେଲରୁ ଛଅଟି ମୋବାଇଲ୍ ଫୋନ୍, ଚାରିଟି ସିମ୍ କାର୍ଡ, ପାଞ୍ଚଟି ମୋବାଇଲ୍ ଚାର୍ଜର, ପାଞ୍ଚଟି ମୋବାଇଲ୍ ଫୋନ୍ ବ୍ୟାଟେରୀ, ଗୋଟିଏ ପେନ୍ ଡ୍ରାଇଭ୍ ଏବଂ ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି ।

Get real time updates directly on you device, subscribe now.