fbpx

Jio AirFiberରେ ମିଳିବ 1Gbps ର ସ୍ପିଡ, କନେକସନ ନେବା ପାଇଁ ଡାଏଲ କରିବାକୁ ହେବ ଏହି ନମ୍ବର

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ୧୯ ସେପ୍ଟେମ୍ବରରେ ଲଞ୍ଚ କରିଥିଲା । ଯଦି ଆପଣ ଦିଲ୍ଲୀ, ବାଙ୍ଗାଲୋର, କୋଲକାତା,ଅହମଦାବାଦ , ମୁମ୍ବାଇ,ଚେନାଇ, ହାଇଦ୍ରାବାଦ, କିମ୍ବା ପୁନେରେ ରୁହନ୍ତି ତେବେ ଆପଣ ଜିଓ ଫାଇବରର ହାଇସ୍ପିଡ ଇର୍ଟରନେଟ ସର୍ଭିସର ଫାଇଦା ଉଠାଇ ପାରିବେ । ଏହାର ନାମରୁ ଜଣା ପଡୁଛି ଏହାର ସ୍ପିଡ ବିଷୟରେ । ତେବେ ଜିଓ ଫାଇବର କନେକସନ ପାଇଁ ଏହାରକନେକସନ ଚାର୍ଜ ମଧ୍ୟ ରଖା ଯାଇଛି । ଏହି କନେକସନ ଦ୍ୱାରା ଆପଣ ହେବିରୁ ହେବି ଫାଇଲକୁ ଖୁବ ଶିଘ୍ର ଡାଉନ ଲୋକଡ କରିପାରିବେ । ତେବେ ଆସନ୍ତୁ ଜାଣିବା ଆପଣ ଏହାର କନେକସନ ନେବା ପାଇଁ କ’ଣ କରିବେ । କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ତେବେ ଯଦି ଆପଣ ଜିଓ ଫାଇବର କନେକସନ ନେବାକୁ ଚାହାନ୍ତ, ଆପଣଙ୍କୁ ଏହା ଏକ ହଜାର ଟଙ୍କା ଇନଷ୍ଟଲାଇଜେସନ ଦେବାକୁ ପଡିବ । ଏହା ପରେ ଏହି ଇନଷ୍ଟଲାଇଜେସନ ଚାର୍ଜକୁ ବିଲ ସାଙ୍ଗରେ ଆଡ କରିବାକୁ ପଡିବ । ଏହା ଏକ ଇଣ୍ଟିଗ୍ରେଟେଡ ଏବଂ ଏଣ୍ଡ ଟୁ ଏଣ୍ଡସକ୍ୟୁଲେସନ । ଯାହାଦ୍ୱାରା ଗ୍ରାହକ ମାନଙ୍କ ପାଇଁ ହାଇସ୍ପିଡ ଇଣ୍ଟରନେଟ ସୁବିଧା ଯୋଗାଇ ଦେବେ । ଯଦି ଆପଣ ଜିଓ ଫାଇବରର କନେକସନ ନେବାକୁ ଚାହାନ୍ତି ତେବେ ଆଣଙ୍କ କେବଳ ୬୦୦୦୮-୬୦୦୦୮ ନମ୍ବର ଡାଏଲ କରିବାକୁ ପଡିବ । ଆପଣ ହ୍ୱାଟସଆପ ଦ୍ୱାରା ମଧ୍ୟ ଜିଓ ଫାଇଭର କନେକସନ କରିପାରିବେ । ଏହା ଛଡା ଆପଣଙ୍କ ଘର ପାଖରେ ଥିବା ଜିଓ ଷ୍ଟୋରକୁ ଯାଇ କରିପାରିବେ । ଏହା ଛଡା ଜିଓର ୱେବସାଇଟ ଜିଓ.କମରେ ଯାଇ ତାହାର ବୁକିଙ୍ଗ କରିପାରିବେ । ଯଦି ଆପଣଙ୍କ କ୍ଷେତ୍ରରେ କନେକସନ ଉପଲବ୍ଧ ଥିବ ତେବେ ଆପଣଙ୍କ ଘରେ ଏହା କନେକସନ କରାଯାଇ ପାରିବ ।

Get real time updates directly on you device, subscribe now.