fbpx

Bank of India ପକ୍ଷରୁ ଗ୍ରାଜୁଏସନଧାରୀଙ୍କ ପାଇଁ ଆସିଲା ନିଯୁକ୍ତି ସୁଯୋଗ

ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ସ୍ପେଶାଲିଷ୍ଟ ସିକ୍ୟୁରିଟି ଅଫିସର୍ସ ପାଇଁ ୨୫ଟି ପଦବୀ ପୂରଣ ପାଇଁ ବ୍ୟାଙ୍କ ପକ୍ଷରୁ ବିଜ୍ଞାପନ ବାହାରିଛି । ଗତ ୨୪ ତାରିଖଠାରୁ ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ବ୍ୟାଙ୍କର ୱେବସାଇଟ bankofindia.co.in କୁ ଯାଇ ଆସନ୍ତା ଜାନୁଆରୀ ମାସ ୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏସନ

ବୟସ: ୨୫ରୁ ୪୦ ବର୍ଷ (OBC ପାଇଁ ୩ ବର୍ଷ ଓ SC / ST ପାଇଁ ୫ ବର୍ଷ କୋହଳ)

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କର ଚୟନ ଇଣ୍ଟରଭ୍ୟୁ ଓ ଗ୍ରୁପ ଡିସକସନ ଜରିଆରେ କରାଯିବ ।

ଆବେଦନ ତାରିଖ: ୨୪ ଡିସେମ୍ବର ୨୦୨୧

ଅନ୍ତିମ ତାରିଖ: ୭ ଜାନୁଆରୀ ୨୦୨୨

ନୋଟିଫିକେସନ ଲିଙ୍କ: https://bankofindia.co.in/pdf/ITCoveringletterforURLSecurityOfficer2021.pdf

Get real time updates directly on you device, subscribe now.