fbpx

SVNIRTARରେ ପୁଣି ବାହାରିଲା ଅନେକ ପଦବୀ, ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଚାକିରି ଅନ୍ୱେଷଣରେ ଥିବା ବେକାର ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କଟକ ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସଭିନିରତାର) ପକ୍ଷରୁ ୫୮ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ଆବେଦନର ଅନ୍ତିମ ତାରିଖ ଆସନ୍ତା ୨୯ ତାରିଖ ରହିଛି ।

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ, ଦରମା, ପଦବୀ ସଂଖ୍ୟା, ଆବେଦନର ସର୍ତ୍ତାବଳୀକୁ ଭଲ ଭାବେ ପଢ଼ିବାକୁ ଅନୁରୋଧ । ପ୍ରାର୍ଥୀମାନେ ଏସଭିନିରତାର, କଟକର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ଅନଲାଇନ ଆବେଦନ ଲିଙ୍କ: https://recruitment.svnirtar.nic.in/Index/institute_index/ins/RECINS001

ନୋଟିଫିକେସନ ଲିଙ୍କ: http://www.svnirtar.nic.in/sites/default/files/recruitement/Recruitment%20Notice%20dated%2018.08.2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.svnirtar.nic.in/

Get real time updates directly on you device, subscribe now.