fbpx

NITI Aayog ଆୟୋଗ ପକ୍ଷରୁ ବାହାରିଲା ଚାକିରି, ଇଚ୍ଛୁକ ଆଶାୟୀମାନେ ଆବେଦନ କରନ୍ତୁ

ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନିତି) ଆୟୋଗ ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଶିକ୍ଷାଗତ ଯୋଗ୍ୟତା, ବୟସ ଓ ଚାକିରି ବିଷୟରେ ଜାଣିପାରିବେ ।

କନସଲଟାଣ୍ଟ ଗ୍ରେଡ ୧ ଓ ୟଙ୍ଗ ପ୍ରୋଫେସନାଲ୍ସ ପଦବୀ ପାଇଁ ଚାକିରି ବାହାରିଛି । ଆସନ୍ତା ଅକ୍ଟୋବର ମାସ ୧୨ ତାରିଖ ଅନଲାଇନ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀମାନେ ଏହି ପଦବୀ ନିମନ୍ତେ ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ୱେବସାଇଟ ଲିଙ୍କକୁ ଯାଇ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଅନଲାଇନ ଆବେଦନ ଲିଙ୍କ: https://workforindia.niti.gov.in/dmeo22/niticon/Homefinal.aspx

ନୋଟିଫିକେସନ ଲିଙ୍କ: https://www.niti.gov.in/sites/default/files/2022-09/DMEO_position_ToR_13092022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.niti.gov.in/

Get real time updates directly on you device, subscribe now.