fbpx

Rourkela Steel Plant ରେ ନିଯୁକ୍ତି ସୁଯୋଗ: ଏହି ସବୁ ପଦବୀରେ କରିପାରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କନସଲଣ୍ଟାଣ୍ଟ, ସିନିୟର ମେଡିକାଲ ଅଫିସର, ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ୧୪ ଅକ୍ଟୋବର ୨୦୨୨ ରହିଛି ।

ଏହି ସବୁ ପୋଷ୍ଟରେ ଆବେଦନ କରିପାରିବେ:

କନସଲଣ୍ଟାଣ୍ଟ(ଇ-୩) ଏବଂ ସିନିୟର ମେଡିକାଲ ଅଫିସର(ଇ-୨):୧୦ ପୋଷ୍ଟ

ଆନାସ୍ଥେସିଆ (କ୍ରିଟିକାଲ କେୟାର)-୨

ଡେଣ୍ଟାଲ-୧

ଡର୍ମାଟୋଲୋଜୀ-୧

ଜେନେରାଲ ସର୍ଜରୀ-୧

ଓ ଆଣ୍ଡ୍ ଜି-୧

ପାଥୋଲୋଜୀ-୧

ସାଇକାଏଟ୍ରି-୧

ରେଡିଓଲୋଜୀ-୧

ପଲମୋନାରୀ ମେଡିସିନ-୧

ମେଡିକାଲ ଅଫିସର(ଇ-୧): ୫ ପୋଷ୍ଟ

ଯୋଗ୍ୟତା ଏବଂ ସଂପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ଆପଣଙ୍କୁ ସ୍ପିଡ ପୋଷ୍ଟ କିମ୍ବା ପଞ୍ଜିକୃତ ପୋଷ୍ଟ ମାଧ୍ୟମରେ ଆପଣଙ୍କ ସଂପୂର୍ଣ୍ଣ ବିବରଣୀ ପଠାଇବାକୁ ହେବ ।

Get real time updates directly on you device, subscribe now.