fbpx

ଝାଡଖଣ୍ଡରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଓଡ଼ିଆ ଝିଅ କଳ୍ପନାଙ୍କ ନା ସବୁଠୁ ଆଗରେ

ନୂଆଦିଲ୍ଲୀ: ଇଡି ଜାଲରେ ଛନ୍ଦି ହୋଇପଡିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏବେ ତାଙ୍କ ଘରୁ ନଗଦ ୩୬ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ଇଡି । ଏହି କ୍ରମରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି ଖବର ମିଳୁଛି । ଏହାପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ କ୍ଷେତ୍ରରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ରହିଛି । ଓଡ଼ିଶା ମୟୁରଭଞ୍ଜର ଝିଅ ଅଟନ୍ତ କଳ୍ପନା । ୨୦୦୬ରେ ସେ ହେମନ୍ତ ସୋରନେଙ୍କୁ ବିବାହ କରିଥିଲେ ।

Get real time updates directly on you device, subscribe now.