fbpx

କନ୍ଧମାଳର ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲା :ଅଭିଯୁକ୍ତ ଗିରଫ

Advertisement

କନ୍ଧମାଳ , ୨୧ା୨ (ଓଡିଶା ଭାସ୍କର): କନ୍ଧମାଳର ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ମାମଲା ରେ ରାୟଗଡ଼ା ବିଷମକଟକରୁ ଅଭିଯୁକ୍ତକୁ ଗିରଫ କଲା ତୁମୁଡ଼ିବନ୍ଧ ପୋଲିସ । ସୂଚନାଯୋଗ୍ୟ ଯେ ପୂର୍ବରୁ ଅଭିଯୁକ୍ତ ଜଲେଶପଟା ଆଶ୍ରମରେ କାମ କରୁଥିଲା। ୪ ଦିନରେ ହତ୍ୟା କରିବା ସହ ଆଶ୍ରମ ଉଡ଼ାଇବାକୁ ଦେଇଥିଲା ଧମକ ଦେଇଥିଲା ଅଭିଯୁକ୍ତ ।

Get real time updates directly on you device, subscribe now.