fbpx

ଲାଞ୍ଚ ନେଇ ଖଣ୍ଡଗିରି ଥାନାର ଏସଆଇ ଗିରଫ: ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଏକ କେସର ଫାଇ ନାଲ ରିପୋର୍ଟ ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ନାକା ଗେଟ ନିକଟରେ ଲାଞ୍ଚ ନେଉଥିବା ଅବସ୍ଥାରେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ଏହା ପରେ ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.