ଭୁବନେଶ୍ୱର: କିସ୍ ପରିସରରେ ନିମ୍ନମାନର ରହେଣି ନେଇ ଏନଏଚଆରସି ଜଣାଇଲା ଉଦ୍ବେଗ ।
କିସ ପରିସର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ କରିଛି ଏନଏଚଆରସି ।
ଖୋର୍ଦ୍ଧା ଜିଲ୍ଲାପାଳନଙ୍କ ଦ୍ୱାରା କରାଯିବ ଅନୁଧ୍ୟାନ; ହେବ ରିପୋର୍ଟ ଦାଖଲ ।
ୟୁଜିସି ଗାଇଡନାଇନ୍ ଉଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । କାର୍ଯ୍ୟାନୁଷ୍ଠାନ ସହ ରିପୋର୍ଟ ଦେବାକୁ ୟୁଜିସି ଅଧ୍ୟକ୍ଷଙ୍କୂ ନିର୍ଦ୍ଦେଶ ।