fbpx

Video: କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କୁ ନିସ୍ତୁକ ମାଡ଼, ଚାରିପଟରୁ ଘେରି ପିଟିଲେ

କୁଚିଣ୍ଡା(ଓଡ଼ିଶା ଭାସ୍କର): କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କଂଗ୍ରେସ ନେତାଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଜଣାପଡ଼ିଛି । ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ସଂଘବଦ୍ଧ ଭାବରେ ମାଡ଼ ମାରିଥିବା ଜଣାପଡ଼ିଛି । ବିଜେଡ଼ି କର୍ମୀ ମାନେ ଚାରିପଟରୁ ଘେରି ପିଟିଥିବା ଅଭିଯୋଗ ହୋଇଛି । ମମିତା ହତ୍ୟା ମାମଲାରେ ନାରାବାଜି କଲା ବେଳେ ପିଟିଛନ୍ତି । ସଂଘବଦ୍ଧ ମାଡ଼ରେ ଆହତ ହୋଇଥିବା ଜୟନ୍ତଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.