fbpx

କଟକରେ ବାଣ ଦୋକାନୀଙ୍କୁ ଲାଇସେନ୍ସ

କଟକ,୨ ।୧୧(ଓଡିଶା ଭାସ୍କର): କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦୀପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । କୋଭିଡ କଟକଣା ମଧ୍ୟରେ କାଳୀ ପୂଜା ମଧ୍ୟ ହେବ । ଏଥିପାଇଁ ୧୫ ପ୍ଲାଟୁନ୍ ପୋଲିସ ଫର୍ସ ଓ ୫୦ ଅଧିକାରୀ ମୁତୟନ ହେବେ । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.