fbpx

ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଏହା ଅବପାତର ରୂପ ନେଇପାରେ । କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ନେଇପାରେ ଅବପାତ ରୂପ । ପରେ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ ବୋଲି ଆଶଙ୍କା ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବ ଅବପାତ ।

ତେବେ ଅକ୍ଟୋବର ୧୧ରେ ଅପରାହ୍ଣ କିମ୍ବା ସଂଧ୍ୟା ସୁଦ୍ଧା ଉପକୂଳରେ ପ୍ରବେଶ କରିବ । ୧୧ ଓ ୧୨ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

Get real time updates directly on you device, subscribe now.