fbpx

ଦେଶରେ ଏପ୍ରିଲ୍ ୧୮ ଯାଏଁ ବଢ଼ିଲା ଲକଡାଉନ୍, ଜାଣନ୍ତୁ କେଉଁଠି ଓ କାହିଁକି

ବର୍ଲିନ, ୨୩ା୩: କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ପୂର୍ବରୁ ଜର୍ମାନୀରେ ମାର୍ଚ୍ଚ ୨୮ ତାରିଖ ଯାଏ ଲକଡାଉନ୍ ଲାଗୁ କରାଯାଇଥିଲା । ତେବେ କୋଭିଡର ଦ୍ରୁତ ସଂକ୍ରମଣ ହେତୁ ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମର୍କେଲ୍ ଇଷ୍ଟର ପାଇଁ ୫ ଦିନ ଛୁଟିରେ ଘରେ ରହିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.