fbpx

ମାତିଲେଣି ନିଶାଦିଆ ଲୁଟେରା, କୋଲ୍ଡ ଡ୍ରିଙ୍କସରେ ନିଶା ଦେଇ କରାଯାଇଛି ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗଲୁରୁରୁ ଭୁବନେଶ୍ୱର ଫେରିଥିବା ଯୁବକଙ୍କୁ ନିଶା ଦେଇ ଲୁଟ୍ କରାଯାଇଛି । ସତସଙ୍ଗ ବିହାର ନିକଟରୁ ଯୁବକଙ୍କୁ ଲିଫ୍ଟ ନେଇ ସାଙ୍ଗରେ ନେଇ ଲୁଟ୍ କରାଯାଇଛି । ଗାଡ଼ିରେ ନେବା ବେଳେ କୋଲ୍ଡ ଡ୍ରିଙ୍କସ୍ ରେ ନିଶା ଦେଇ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା । ୭୫ ହଜାର ଲୁଟିବା ପରେ ଛତିଆ ନିକଟରେ ଯୁବକଙ୍କୁ ଛାଡ଼ି ଲୁଟେରା ଚମ୍ପଟ ମାରିଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ଯୁବକ ।

Get real time updates directly on you device, subscribe now.