ଲିଜ୍ ଜମିର କମିଲା କନଭରସେସନ ଫି, ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ଦେବେ ମାତ୍ର 3%

ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର 3% ଦେବାକୁ ପଡ଼ିବ ।

ଭୁବନେଶ୍ବର: ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର 3% ଦେବାକୁ ପଡ଼ିବ । ପୂର୍ବରୁ 10 ପ୍ରତିଶତ କନଭରସେସନ୍ ଫି ଦେବାକୁ ପଡ଼ୁଥଲା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।