୨୭ରୁ ଲଘୁଚାପ; ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବାନା । ୨୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବାନା ।

ପରବର୍ତ୍ତୀ ୨ ଦିନରେ ଆହୁରି ଘନୀଭୂତ ହେବା ସମ୍ଭାବନା ଥିବା ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ମୌସୁମୀ ବାୟୁ କେରଳ ଆଡକୁ ଆଗଭର ହେଉଥିବାବେଳେ ଗତକାଲି କାଳବୈଶଶଖୀ ବିଭିନ୍ନ ଅଞ୍ଚଳରେ ହୋଇଛି ।

ରାଜଧାନୀ ଦିଲ୍ଲୀରେ ବର୍ଷା ଯୋଗୁ ବଡ଼ ବିପର୍ଯ୍ୟୟସ୍ଥିତି ଦେଖିବାକୁ ମିଳିଛି ।