fbpx

୧୦୮ ଦୀପରେ ମହାକାଳୀଙ୍କ ଅନନ୍ୟ କଳାକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାକାଳୀ ବା ରୁଦ୍ରକାଳୀଙ୍କୁ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । ଦୀପାବଳି ଅବସରରେ ଦୁଷ୍ଟ ଶକ୍ତି ଉପରେ ବିଜୟ ପାଇଁ ମା କାଳୀଙ୍କୁ ପୂଜା କରାଯାଇଥାଏ । ମା କାଳୀଙ୍କ ଆଗମନରେ ଏହାକୁ ନିଜ କଳାକୃତି ଜରିଆରେ ଜୀବନ୍ତ କରିଛନ୍ତି କଳାକାର ପ୍ରିୟଙ୍କା ସାହାଣୀ ।

ଦୀପ ସାହାଯ୍ୟରେ ମା’ଙ୍କର ଏହି ଚମକ୍ରାର ପ୍ରତିମା ନିର୍ମାଣ କରିଛନ୍ତି ପ୍ରିୟଙ୍କା । ରଙ୍ଗୋଲୀର ପ୍ରତିମା ନିର୍ମାଣରେ ସମୁଦାୟ ୧୦୮ଟି ଛୋଟ ଓ ବଡ ଦୀପର ବ୍ୟବହାର କରାଯାଇଥିଲା । ରଙ୍ଗୋଲୀର ମଝିରେ ମା କାଳୀଙ୍କ ମୁଖ ରଖାଯାଇଥିଲା ।

Get real time updates directly on you device, subscribe now.