fbpx

ବିନ୍ଦୁସାଗରରେ ହେବନି ‘ମହାଳୟା’: କଟକଣା ଜାରିକଲା ବିଏମସି

ଭୁବନେଶ୍ୱର: ଆସନ୍ତାକାଲି ମହାଳୟାକୁ ଦୃଷ୍ଟିରେ ରଖି ବିଏମସିର କଟକଣା । ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ବିଏମସିର ସଂପୂର୍ଣ୍ଣ ବାରଣ । ବ୍ରାହ୍ମଣ ଭୋଜନ ସହ ଅନ୍ୟାନ୍ୟ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । କୋଭିଡ୍ ସ୍ଥିତିକୁ ଦୃଷ୍ଟରେ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ବିଏମସି ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ମଧ୍ୟ ଲାଗୁ ହେବ ନିୟମ ।

ସୂଚନାଯୋଗ୍ୟ, କୋଭିଡ ଯୋଗୁଁ ବିଏମସି ପକ୍ଷରୁ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟରେ କଟକଣା ଲଗାଯାଇଛି ।

Get real time updates directly on you device, subscribe now.