Breaking: ଆରମ୍ଭ ହେବ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ, ୩୮ କୋଟି ବ୍ୟୟରେ ହେବ ୩ କି.ମି. କାମ

କଟକ: ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ । ଏ ନେଇ ସୂଚନା ଦେଲେ ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର ।

ରିଭର ଫ୍ରଣ୍ଟ ପ୍ରକଳ୍ପ ଡିପିଆର୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ ।

ପ୍ରଥମ ପର୍ଯ୍ୟାୟରେ ୩୮ କୋଟି ବ୍ୟୟରେ ସାଢ଼େ ୩ କି.ମି. କାମ ହେବ ।

ପ୍ରକଳ୍ପ ପାଇଁ ସମୁଦାୟ ୨୨୦ କୋଟି ଟଙ୍କା ବ୍ୟୟ ଅଟକଳ । ଗୁଜରାଟ ସାବରମତୀ ଢାଞ୍ଚାରେ ହେବ ମହାନଦୀ ରିଭରଫ୍ରଣ୍ଟ କାମ ।