ପୁରୀ: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରନ୍ଧା ହେଉଛି ମହାପ୍ରସାଦ । ଏହାକୁ ପରମ୍ପରା ବିରୋଧୀ ବୋଲି କହି ସୁଆର ଓ ମହାସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ନିଯୋଗ ଚିଠି ଲେଖିଛନ୍ତି । କରୋନା ସମୟରୁ ଲୁହା କଡ଼େଇରେ ରନ୍ଧା ହେଉଛି ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ।